ମନୋଜ ଜେନା ହତ୍ୟା ମାମଲାରେ ଆଉ ୫ ଗିରଫ
ବ୍ରହ୍ମପୁର() କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ୫ ଗିରଫ ।କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ଆଉ ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ୍। ସେମାନଙ୍କ ନିକଟରୁ ୩ଟି ବାଇକ୍, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ପୁଲିସ୍ ଜବତ କରିଛି। ଅନ୍ୟପକ୍ଷରେ ଏହି…