ପ୍ରକାଶ ପାଇଲା କଂଗ୍ରେସର ୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ୱର () ଆଜି କଂଗ୍ରେସ 7ଟି ଲୋକସଭା ଓ 20 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀରୁ ସତ୍ୟ ପ୍ରକାଶ ନାୟକ, କେନ୍ଦ୍ରାପଡାରୁ ଧରଣୀଧର ନାୟକ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ, ଜଗତ୍ସିଂହପୁରରୁ ପ୍ରତିମା ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ…