ବିମୁନ୍ଦ୍ରୀକରଣ ବିରୋଧରେ କଂଗ୍ରେସର କଳାଦିବସ ପାଳନ
ବିମୁଦ୍ରାକରଣକୁ ଏହାରି ଭିତରେ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ମୋଦି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ, କୌଣସି ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହୋଇ ନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ମୁମ୍ବାଇ,ଦିଲ୍ଲୀ, ଚଣ୍ଡୀଗଡ଼, ହରିୟାଣା ଓ ଅନେକ ବଡ଼ ସହରରେ କଂଗ୍ରେସ ବିକ୍ଷୋଭ…