କିଏ ହେବେ କଂଗ୍ରେସ ପ୍ରାର୍ଥୀ?
କିଏ ହେବେ କଂଗ୍ରେସ ପ୍ରାର୍ଥୀ? ଆଜି ବସୁଛି କଂଗ୍ରେସ ନିର୍ବାଚନ କମିଟି (ପିଇସି) ବୈଠକ। ବୈଠକରେ ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୟ ସମ୍ବାବନା ଥିବା ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବ । ଆଲୋଚନା ପରେ ଏଆଇସିସି ନିକଟକୁ ପଠାଯିବ ଚୁଡାନ୍ତ ପ୍ରାର୍ଥୀ ତାଲିକା। ସେଠାରେ…