Odia News Portal
Browsing Tag

congress-praise-works-secretary

ଆଇଏଏସ କ୍ରିଷନ କୁମାର ରହିଲେ ଦୁର୍ନୀତି କମିବ

ଭୁବନେଶ୍ୱର () ପୂର୍ତ୍ତ ସଚିବ ଦାୟିତ୍ୱରେ ଥିବା ଆଇଏଏସ ଅଫିସର କ୍ରିଷନ କୁମାରଙ୍କୁ ପ୍ରଶଂସା । ତାହାପୁଣି ବିଧାନସଭାର ପ୍ରଶ୍ନକାଳରେ । ସେ ବିଭାଗ ଦାୟିତ୍ଵରେ ରହିବା ଉଚିତ । ସେ ରହିଲେ ଦୁର୍ନୀତି କମିବ । ଆଜି ପ୍ରଶ୍ନକାଳରେ କଂଗ୍ରେସର ଦୁଇ ଟାଣୁଆ ବିଧାୟକ ତାର ପ୍ରସାଦ ବାହିନୀପତି ଓ ସୁରେଶ…