ଶୂନ୍ୟକାଳରେ ବିଜେପି-କଂଗ୍ରେସ ମୁହାଁମୁହିଁ
ଭୁବନେଶ୍ବର() ଆଜି ବିଧାନସଭା ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନର ତୃତୀୟ ଦିନର ଶୂନ୍ୟ କାଳରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଏବଂ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ…