ସଚିବଙ୍କ ପରେ ଆହୁରି ୩୩ ଯନ୍ତ୍ରୀ ଠିକାରେ
ଆର୍ଥିକ ଉତ୍ତରଦାୟିତ୍ବ କିଏ ନେବେ?
ଭୁବନେଶ୍ବର () : ରାଜ୍ୟ ପୂର୍ତ୍ତ ବିଭାଗ ଏବେ ଠିକାରେ ଚାଲିଛି । ଖୋଦ୍ ବିଭାଗର ସଚିବ ନଳିନୀକାନ୍ତ ପ୍ରଧାନ ବର୍ଷିକିଆ ଠିକା ନିଯୁକ୍ତି ପାଇଥିବାବେଳେ ସରକାର ଏବେ ପୁଣି ଆଉ ୩୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଠିକା ନିଯୁକ୍ତି ଦେଇଛନ୍ତି । ଅବସରପ୍ରାପ୍ତ…