ତମ୍ୱା ବାସନରେ ରଖୁଛନ୍ତି କି ଏହି ସବୁ ଖାଦ୍ୟ, ସାବଧାନ…
ଆପଣ ଘରେ ତମ୍ୱାର ବାସନକୁସନ ବ୍ୟବହାର କରୁଥିବେ। ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ସମୟରେ ସାବଧାନ ହୋଇ ବ୍ୟବହାର କରନ୍ତୁ। କାହିଁକି ନା ତମ୍ୱା ବାସନରେ ଥିବା କେମିକାଲ୍ ରିଆକସନ୍ ହୋଇ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ।
କେବଳ ଏତିକି ନୁହେଁ, ତମ୍ୱା…
