ବିଶ୍ୱମହାମାରୀ କରୋନା
ନୂଆଦିଲ୍ଲୀ() କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭାଇରସ ବିଶ୍ୱର ୧୦୪ରୁ ଅଧିକ ଦେଶକୁ ବ୍ୟାପିସାରିଛି । ଏବେ ବିଶ୍ୱବ୍ୟାପି ୪୬୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧ ଲକ୍ଷ ୨୬ ହଜାର୧୪୧ ଜଣ ଲୋକ ସଂକ୍ରମଣର ଶିକାର…
