Odia News Portal
Browsing Tag

corona

ଶ୍ରବଣ ଶକ୍ତି ଛଡାଇ ନେଉଛି କରୋନା

ଭାଇରସ ସମ୍ପର୍କରେ ନିୟମିତ ଭାବେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି । ଏହି କ୍ରମରେ ଏବେ ବ୍ରିଟେନର କିଛି ଗବେଷକ ଦାବି କରିଛନ୍ତି ଯେ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ଶ୍ରବଣ ଶକ୍ତି ବି ହରାଉଛନ୍ତି । ପ୍ରତି ୮ ଜଣ ରୋଗୀଙ୍କ ଭିତରୁ ଜଣେ ରୋଗୀଙ୍କ ପାଖରେ ଏଭଳି ଲକ୍ଷଣ…

ଦିନକରେ ୭୭୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()   ଦେଶରେ ଗତ ୨୪ଘଣ୍ଟାରେ ୫୫,୦୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୮,୮୭୧ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩୫,୭୪୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ…

ପୋଲସରା ବିଧାୟକଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣରୁ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଆଜି ଆଉ ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ କହିଛନ୍ତି । ଏହାସହ ତାଙ୍କ ପତ୍ନିଙ୍କୁ…

ଏଣିକି ଅଧ ଘଂଟାରେ ହେବ କରୋନା ଟେଷ୍ଟିଂ

ନୂଆଦିଲ୍ଲୀ()   କରୋନା ଟେଷ୍ଟିଂ ପାଇଁ ବହୁ ସମୟ ଲାଗୁଛି  । ଫଳରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବାକୁ ଗୋଟିଏ ଦିନ ବି ଅପେକ୍ଷା କରିବାକୁ ପଡ଼ୁଛି  । କିନ୍ତୁ ଖୁବଶୀଘ୍ର ଟେଷ୍ଟିଂ କରିବା ପାଇଁ ଭାରତ ଓ ଇସ୍ରାଏଲ ଉଦ୍ୟମ ଆରମ୍ଭ କରିଛନ୍ତି  ।…

କାଶରୁ ଜଣାପଡିବ କରୋନା

ଭୁବନେଶ୍ୱର()  କାଶରୁ କରୋନା ହୋଇଛି କି ନାହିଁ ଜଣାପଡ଼ିବ  । ଏନେଇ ଏବେ ଗବେଷଣା ଜାରି ରହିଛି ବୋଲି ଆରଏମଆରସିର ନିଦେ୍ର୍ଧଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି  । ସେ କହିଛନ୍ତିଯେ, ସାଧାରଣ କାଶ ଓ କରୋନା ସଂକ୍ରମିତଙ୍କ କାଶ ମଧ୍ୟରେ ଫରକ ରହିଛି  । ବିଭିନ୍ନ କାଶର…

ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ

ଭୁବନେଶ୍ୱର()  ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପଶୁ ଠାରେ ଭ୍ୟାକସିନ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ ହେବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି, ସଫଳତା…

ଓଡ଼ିଶାରେ ୪ ପ୍ରକାର କରୋନା ଭାଇରସ

ଭୁବନେଶ୍ୱର() ଭାରତରେ ୪ଟି ଗ୍ରୁପର ଭାଇରସ ଟ୍ରେଣ୍ଡ ଥିବାବେଳେ ଓଡ଼ିଶାରେ ମଧ୍ୟ ୪ ପ୍ରକାର । ରାଜ୍ୟରେ କରୋନା ଭାଇରସ ଜେନେଟିକ ଷ୍ଟଡି ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ ନିର୍ଦ୍ଧିଷ୍ଟ ଜିନକୁ ନେଇ ବିଶେଷଜ୍ଞ ଗବେଷଣା କରୁଛନ୍ତି ।…

ଡେକ୍ସାମେଥାସନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ() କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ବ୍ୟବହାର କରିବାକୁ ଅନୁମତି ମିଳିଯାଇଛି । ଗମ୍ଭୀର ଓ ମଧ୍ୟମ ଧରଣର ଆକ୍ରାନ୍ତଙ୍କ ଚିକତ୍ସା ପାଇଁ ଏହି ଅନୁମତି ଦିଆଯାଇଛି । ତେବେ ଡେକ୍ସାମେଥାସନ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅକ୍ସଜେନ…

କରୋନା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ଔଷଧ

କରୋନା ସଂକ୍ରମିତଙ୍କ ପାଇଁ ଖୁସି ଖବର । ଅଳ୍ପ କିମ୍ବା ମଧ୍ୟମ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଛି ଔଷଧ । ଫାବି ଫ୍ଲୁ ନାମରେ ଆସୁଥିବା ଏହି ଔଷଧକୁ ପ୍ରସ୍ତୁତ କରିଛି ଗେ୍ଲନମାର୍କ ଫାର୍ମାସ୍ୟୁଟିକାଲ୍ସ । ଏ ସଂପର୍କରେ ଆଜି କମ୍ପାନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର()   ଆଜି ସନ୍ଧ୍ୟାରେ ଭିଏସସନଗରସ୍ଥିତ ମା' ତାରିଣୀ ମନ୍ଦିର ପରିସରରେ ଯୁବ ନେତା ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ୱାର୍ଡ଼ ନମ୍ବର ୧୧ ଓ ୧୭ ରେ କୋବିଦ୍-୧୯ ସମୟରେ କାମକରୁଥିବା ସମସ୍ତ ୨୦ ଜଣ ସ୍ଵଚ୍ଛାଗ୍ରହି ଓ ସ୍ୱଚ୍ଛସାଥୀମାନଙ୍କୁ ଟିମ୍ ପ୍ରକାଶ_ତ୍ରିପାଠୀ ଓ ଜୟ ମା ୟୁଥ୍…