Odia News Portal
Browsing Tag

corona

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ହସ୍ପିଟାଲରେ ରାଜ୍ୟର ୪୪ନମ୍ବର କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରୁ ଆସି ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ କରୋନା ମୁକ୍ତ…

ଭୁବନେଶ୍ୱରରେ ମିଡିଆ କର୍ମୀଙ୍କୁ କରୋନା

ଭୁବନେଶ୍ୱର() ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୪୭ ଜଣ ମିଡିଆ କର୍ମୀଙ୍କ ରାପିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ଜଣେ ସମ୍ବାଦିକ ପଜେଟିଭ ଥିବା ସୂଚନା ମିଳିଛି । ତୁରନ୍ତ ତାଙ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏହି ଖବର ଆସିବା ମାତ୍ରେ ଜୀବନକୁ…

ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର()ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି…

ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଉ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୨୪ଜଣ କରୋନା ଆକ୍ରାନ୍ତ ଥିବା ସୁସ୍ଥ ହୋଇ…

ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ଆଉ ହେବ ନାହିଁ, ଜାଣନ୍ତୁ …

ଭୁବନେଶ୍ବର()   କରୋନାକୁ ସାଧାରଣରେ ରହିଛି ଅନେକ ଭ୍ରାନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ । ତାପମାତ୍ରା ୨୫ ଡିଗ୍ରୀ ହେଉ କି ୭୭ ଡିଗ୍ରୀ, କରୋନା ଭୁତାଣୁ ମରେ ନାହିଁ । ତେବେ ଜଣଙ୍କୁ ଥରେ…

କରୋନା ଯୋଦ୍ଧାଙ୍କର ଆଦର କରନ୍ତୁ

ନୂଆଦିଲ୍ଲୀ () କରୋନା ହାରିବ ଭାରତ ଜିତିବ । ଏଥିପାଇଁ ଲକ୍‌ଡାଉନ୍‌କୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟରେ ୭ଟି ଦିଗ ପ୍ରତି ଧ୍ୟାନ ଦେବା ସହ ଏଥିପ୍ରତି ଯତ୍ନବାନ ହେବା ଓ ଏହାକୁ ଅନୁଶାସନର ସହ ପାଳନ କରିବା ପାଇଁ ମୋଦୀ କହିଛନ୍ତି । ସେହି ମନ୍ତ୍ର ଗୁଡିକ ହେଲା…

ଜାଣନ୍ତୁ ୪କରୋନା ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବାଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ୫୧ନମ୍ବର ଆକ୍ରାନ୍ତଙ୍କ ବୟସ ୬୭ବର୍ଷ । ତାଙ୍କ ଘର ସୁନ୍ଦରଗଡ଼ ବିସ୍ରା ଅଞ୍ଚଳରେ । ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ତାରିଖଷର…

ପ୍ରଥମ କରୋନା ଆକ୍ରାନ୍ତ ଡିସଚାର୍ଜ

ଭୁବନେଶ୍ବର() ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମସି

ଭୁବନେଶ୍ୱର() ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛି ବିଏମସି । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଏବଂ ତାଙ୍କ ଘର ଭୁବନେଶ୍ୱରର ସ୍ଥିତ ସୂର୍ଯ୍ୟନଗର ପ୍ଲଟ ନମ୍ବର ୩୭, ୟୁନିଟ ୭ । ଜନହିତ ଦୃଷ୍ଟିରୁ ପରିଚୟ ଜଣାଇଛି ଭୁବନେଶ୍ୱର ମହାନଗର ନିଗମ । ସେ ବିଦେଶ କିମ୍ବା…

କରୋନାରେ ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କ ମୃତ୍ୟୁ

ଚଣ୍ଡୀଗଡ () ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ହଜୁରୀ ରାଗି ତଥା ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କର ନିଧନ ହୋଇଛି । ତାଙ୍କୁ କରୋନା ପଜେଟିଭ୍‌ ଜଣା ପଡିବାର ଗୋଟିଏ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବୁଧବାରରେ ତାଙ୍କୁ କରୋନା ହୋଇଥିବା କଥା ଜଣା ପଡିଥିଲା।…