ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା
ଭୁବନେଶ୍ୱର, () କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା ହୋଇଛି । ଏସଏଚଜି ଦ୍ୱାରା ପ୍ରସ୍ତୁତ ରନ୍ଧା ଖାଦ୍ୟ ଲୋକେ ଘରକୁ ମଧ୍ୟ ନେଇ ପାରିବେ । ଏହାସହ ସହରାଞ୍ଚଳ ଉଠା ଦୋକାନିଙ୍କୁ…