Odia News Portal
Browsing Tag

corona

ଭାରତରେ ଆଉ ଏକ ମୁଣ୍ଡ ନେଲା କରୋନା

ଇନ୍ଦୋର() ସାରା ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମନାକୁ ଆସିଛି । ୬୫ ବର୍ଷୀୟା ମହିଳା ଇନ୍ଦୋରର ସରକାରୀ ପରିଚାଳିତ ମାଇ ହସ୍ପିଟାଲରେ ଚିକିତ୍ସିତ…

ଇରାନରୁ ଫେରିଲେ ୨୭୭ଜଣ ଭାରତୀୟ

ଯୋଧପୁର() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ବର ୧୯୬ଟି ଦେଶକୁ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା କରୋନାରେ ୧୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । କରୋନା ପ୍ରଥମେ ଚୀନ୍, ପରେ ଇରାନ ଇଟାଲୀରେ ନିଜର କାୟା ବିସ୍ତାର…

କରୋନା ମୋଟା ଲୋକଙ୍କ ପାଇଁ ଅଧିକ କ୍ଷତି ଘଟାଏ କି? ଜାଣନ୍ତୁ

ଏବେ ପର୍ଯ୍ୟନ୍ତ ଏହି ପ୍ରଶ୍ନଗୁଡିକ ପଚରାଯାଉଥିଲା କି କରୋନା ଜୀବାଣୁ କାରଣରୁ ବୃଦ୍ଧମାନେ ଅଧିକ ସଂକ୍ରମିତ ନା ଯୁବକ? ବର୍ତ୍ତମାନ ଏକ ନୂଆ ଏବଂ ଅଧିକ ବିପଜ୍ଜନକ ପ୍ରଶ୍ନ ବିଶ୍ୱ ସାମ୍ନାକୁ ଆସୁଛି। ପ୍ରଶ୍ନ ହେଉଛି, କରୋନା ଜୀବାଣୁ ମୋଟାପଣ କିମ୍ବା ଅଧିକ ଓଜନ ବିଶିଷ୍ଟ ଲୋକଙ୍କ ପାଇଁ ଅଧିକ…

ଏଣିକି କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ

ଏବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଛୁଇଁ ପାରିବେନି ପରିବାର । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ସରକାର । ଏବେ ରାଜ୍ୟରେ କରୋନାରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ । ତେବେ କରୋନାରେ…

ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ() ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ସମସ୍ତଙ୍କ ମୁଣ୍ଡିବିନ୍ଧାର କାରଣ ପାଲଟିଲାଣି କରୋନା ଭାଇରସ୍ । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ…

ଭାରତରେ କରୋନା ନେଲା ଅଷ୍ଟମ ମୁଣ୍ଡ

ମହାରାଷ୍ଟ୍ର,() ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରର କସ୍ତୁରିବା ହସ୍ପିଟାଲରେ ଚିକିତ୍ସା ହେଉଥିବା ଆଜି…

ଇରାନ କାଟିବ ଭାରତ

ନୂଆଦିଲ୍ଲୀ()  ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ୩୯୦ରୋଗୀଙ୍କ ମଧ୍ୟରୁ ୩୪୯ଭାରତୀୟ ଥିବା ବେଳେ ୪୧ଜଣ ବିଦେଶୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ଜଣଙ୍କର…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ() ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୧ କୁ ବୃଦ୍ଧି । ଆଜି ସକାଳ ୧୨ ଟା ସୁଦ୍ଧା ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଆଧାରରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୧ କୁ ବୃଦ୍ଧି ହୋଇଥିବା କୁହାଯାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ…

କରୋନା ନେଇ ବଢିଲା ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର() ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାରି ଭିତରେ ଆଉ ଏକ କଟକଣା ଜାରି…

ଭାରତର ଏହି ରାଜ୍ୟରୁ କରେନା ନେଲା ପଞ୍ଚମ ମୁଣ୍ଡ

ରାଜସ୍ଥାନ() ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା ସଂକ୍ରମିତ ମହିଳା ଜଣକ ଶେଷରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଜଣେ ୬୯ ବର୍ଷୀୟ…