ଭାରତର ଏହି ରାଜ୍ୟରୁ କରୋନା ନେଲା ଚତୁର୍ଥ ମୁଣ୍ଡ
ନୂଆଦିଲ୍ଲୀ() ଆଜି ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ମୃତ ବ୍ୟକ୍ତି ହେଉଛନ୍ତି ପଞ୍ଜାବର। ସେ ନଭାଶହର ଜିଲ୍ଲାର ଏକ ହସ୍ପିଟାଲରେ ମୃତ୍ୟୁବରଣ…