କରୋନା ନେଲାଣି ୫୦ ହଜାର ଜୀବନ
ନୂଆଦିଲ୍ଲୀ() ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ମୃତ୍ୟୁ ସଂଖ୍ୟା ୯୦୪ କୁ ବୃଦ୍ଧି ହୋଇଥିବା ବେଳେ ୪୦ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ କମିଶନ ସ୍ପଷ୍ଟ କରିଛନ୍ତି ।
ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି…