Odia News Portal
Browsing Tag

corrupt officer

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ, ଚାକିରୀରୁ ବିଦା ହେଲେ ୬ ଅଧିକାରୀ

ଭୁବନେଶ୍ୱର()  ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦୁର୍ନୀତିଗ୍ରସ୍ତ ୬ ଅଧିକାରୀଙ୍କ ସ୍ଥାୟୀଭାବେ ପେନସନ୍‌ ସୁବିଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ୨ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…

ନିଲମ୍ବିତ ହେଲେ ୩ ପୁଲିସ କର୍ମଚାରୀ

ସମ୍ବଲପୁର() ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ୩ ପୁଲିସ କର୍ମଚାରୀ ।ସମ୍ବଲପୁର ଜିଲା ଯୁଯୁମରା ଥାନା ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୋଲିସ ଧରିବା ପରେ ତାଙ୍କଠାରୁ ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ଘଟଣାରେ…

ଲାଞ୍ଚୁଆ ଆଇଏଏସ୍ ଅଧିକାରୀ ଗିରଫ

ଗିରଫ ହେଲେ ଲାଞ୍ଚୁଆ ଆଇଏଏସ୍ ଅଧିକାରୀ । ୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ଏହି ଆଇଏଏସ୍ ଅଧିକାରୀ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ…

ଆଉ ୬ ଦୁର୍ନୀତିଖୋର ଚାକିରୀରୁ ହେଲେ ବିଦା

ଭୁବନେଶ୍ୱର() ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ମାସ…

୫-ଟି ପ୍ରଭାବ,ଲାଂଚ ନେଇ କିରାଣି ସସପେଣ୍ଡ

ବଲାଙ୍ଗିର() ସରକାରଙ୍କ ୫-ଟି ନିୟମ ଉଲଙ୍ଘନ କଲେ ସରକାର କିପରି ତତକ୍ଷଣାତ କର୍ଯ୍ୟାନୁÂାନ ନିଅନ୍ତି ତାହା ଦେଖାଇ ଦେଇଛନ୍ତି ରାଜ୍ୟ ଶ୍ରମ କମିଶନର ନିରଂଜନ ସାହୁ । ବଲାଙ୍ଗିରରୁ ଜଣେ ଶ୍ରମ ବିଭାଗର କିରଣି ଲାଂଚ ମାଗୁଥିବା ସମ୍ପର୍କରେ ଖବର ଭିଡିଓ ଭାଇରାଲ ହେବା ପରେ ଶ୍ରମ କମିଶନର ସମ୍ପୃକ୍ତ…

ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର() ବିଦା ହେଲେ ତିନି ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସର।ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ସୂଚନା ଦେଲେ ଡିଜିପି । ଏନେଇ ସେ ଟୁଇଟ୍ କରି ସୂଚନା । ଦେଇଛନ୍ତି । ସବଇନିସପେକ୍ଟର ବନମାଳୀ ନାୟକ,ଏଏସଆଇ ବୀରବର ଲେଙ୍କା ଓ କିଶୋର ବାଗଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।…