ଆଜିଠୁ ଖୋଲିବ କାଉଣ୍ଟର
ଭୁବନେଶ୍ୱର() ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଷ୍ଟେସନ କାଉଣ୍ଟରରେ ଆଜିିଠୁ ମିଳିବ ରିଜର୍ଭ ଟିକେଟ।ଦେଶର ବଛାବଛା ଷ୍ଟେସନରେ…