Odia News Portal
Browsing Tag

covid warrior

ଶ୍ରୀମନ୍ଦିର ପ୍ରଶାସନ ଓ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଲାଗି ଦାବି

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି କରୁଥୁବା ତଥା ଶ୍ରୀଜୀୟଙ୍କ କାର୍ଯ୍ୟରେ ଥିିବା ପ୍ରଶାସନିକ କର୍ମଚାରୀଙ୍କୁ କରୋନା ଯେଦ୍ଧା ମାନ୍ୟାତା ନେଇ ଦାବି କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ମନ୍ଦିର ସେବାୟତ…