Odia News Portal
Browsing Tag

Covid19

ଭାରତରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି

ଭୁବନେଶ୍ୱର () ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୦୬କୁ ବୃଦ୍ଧି, ୫ ହଜାର ୬୨ ସୁସ୍ଥ । ୧୮ ହଜାର ୬୬୮ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ, ୩୦୧ ମୃତ ଗୁଜରାଟରେ ୧୨୭, ମଧ୍ୟ ପ୍ରଦେଶରେ ୯୨,…

ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ପୁଣି ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ଚାରି ଆକ୍ରାନ୍ତ ଭଦ୍ରକର ତିହିଡ଼ି ବ୍ଳକର ୨ଜଣ ହୋଇଥିବା ବେଳେ ଧାମନଗର ବ୍ଲକର ୨ଜଣ ବୋଲି…

କରୋନାରେ ଆଖି ବୁଜିଲା ୪ ମାସର ଶିଶୁ

କେରଳ() କରୋନାରେ ଆଖି ବୁଜିଲା ୪ ମାସର ଶିଶୁ । ଆଜି ସକାଳେ କେରଳ କୋଝିକୋଡେ ମେଡିକାଲ୍ କଲେଜରେ ପିଲାଟି ପ୍ରାଣ ହରାଇଥିବା ଜଣାପଡିଛି । ଗତକାଲି ମାଲାପୁରାମର ଏହି ୪ ମାସର ଶିଶୁଟିର କରୋନା ଟେଷ୍ଟ କରାଯାଇଥିବାବେଳେ ତାର ପଜିଟିଭ୍ ରିପୋର୍ଟ ଆସିଥିଲା । ତେବେ ଆଜି ସକାଳେ ସେ ପ୍ରାଣ…

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ଭୁବନେଶ୍ୱର:()ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତ ଜଣକ ଭଦ୍ରକର ବୋଲି ଜଣାପଡିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଛି । ଗତକାଲି ୬ ଜଣ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୮୯ ରେ ପଂହଚିଥିଲା । ଆଜି ଆଉ ଜଣେ ଚିହ୍ନଟ ହେବା ଚିନ୍ତା ବଢ଼ାଇ…

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଜି ଆଉ ୨ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ଏହି ଦୁଇ ନୂଆ ଆକ୍ରାନ୍ତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏହାସହ…

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ…

୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା

ଭଦ୍ରକ() ଭଦ୍ରକରେ ଆଉ ୩କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିଲେ । ତେଣୁ ସତର୍କତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୪ଟି ଜେନାରେ ୯ଟିି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।…

ଆଜି ଚିହ୍ନଟ ହୋଇଥିବା ୩ ପଜିଟିଭଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର()  ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ଏହି ୩ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା…

କାର୍ଯ୍ୟକ୍ଷମ ହେଲା ସୋଆର ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର()  ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ 19 ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି ।କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ…

ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ଦିଆଯାଇଛି ।ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।…