ଓଡିଶାରେ ୨ ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ
ନୀଳଗିରି( ) ଆଜି ଚି଼ହ୍ନଟ ହୋଇଥିବା ସମୁଦାୟ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୫ ଜଣ ଓ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ଅଛନ୍ତି।
ଉକ୍ତ ଶିଶୁ କନ୍ୟାଟି ନୀଳଗିରି ବରହମପୁର ଥାନା…
