Odia News Portal
Browsing Tag

Covid19

କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ()ଗତକାଲି ଓଡ଼ିଶାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ସ୍ଥିତ ରାଜନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ସେହି ଅଞ୍ଚଳକୁ ସିଲ୍ କରିଛି ଜିଲ୍ଲା…

ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର  () ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହୋସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୪କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜ ୱେସାଇଟ୍ ମାଧ୍ୟମରେ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ କରୋନରେ ରାଜ୍ୟରେ ଏହି ୪ଜଣଙ୍କୁ ମିଶାଇ ୪୧ଜଣ ଆକ୍ଟିଭ୍ କେସ୍…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସର୍ବମୋଟ ୨୯୮ନମୁନା ପରୀଖ୍ୟା କରାଯାଇଥିଲା । ସଥିରୁ ୨ପଜିଟିଭ ରିପୋର୍ଟ ବାହାରିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ନିଜ ଓ୍ବବସାଇଟରେ ସୂଚନା ଦେଇଛି । ତେବେ ବର୍ତ୍ତମାନ ରାଜ୍ୟରେ ୫୦ରେ ଆକ୍ରାନ୍ତଙ୍କ ସଖ୍ୟା ପହଞ୍ଚିଥିବା…

ରାଜ୍ୟରେ ୧୦ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ

ଭୁବନେଶ୍ବର() ରାଜ୍ୟରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି । ୧୦ ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ୫ଜଣ ଭୁବନେଶ୍ବରର ହୋଇଥିବା ବେଳେ ୨ଜଣ ଭଦ୍ରକ…

ରାଜ୍ୟରେ ଦୁଇ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ

ଭୁବନେଶ୍ବର() ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଇ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଗତକାଲି ଚିହ୍ନଟ…

ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ସମ୍ପୁର୍ଣ୍ଣ ତଥ୍ୟ ମିଳିନଥିବା ବେଳେ ଓଡିଶାରେ ଆକ୍ରାନ୍ତଙ୍କ ସଖ୍ୟା ୪୮ରେ ପହଞ୍ଚିଲା । ତେବେ ପ୍ରଥମ ଥର ସ୍ବାସ୍ଥ୍ୟ ବିଭାଗ ଟୁଇଟ ବଦଳରେ ନିଜ ଓ୍ବବସାଇଟରେ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଆଜି ସକାଳେ ମଧ୍ୟ…

ରାଜ୍ୟରେ ଆଉ ୨କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଢ଼େଙ୍କାନାଳର ଜଣେ ୫୧ବର୍ଷିୟ ମହିଳା ଓ ଭୁବନେଶ୍ୱର ସ୍ଥିତ ମେଦିନପୁରର ୬୯ବର୍ଷିୟ ବୃଦ୍ଧଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛନ୍ତି…

ଭାରତର ଏଭି ରାଜ୍ୟରେ ସର୍ବାଧିକ ଜଣ କରୋନାରେ ଆକ୍ରାନ୍ତ

ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ହୋଇଛି । ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି ପାଇଛି । ଏବଂ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ…

ତୃତୀୟ ଷ୍ଟେଜରେ ପହଞ୍ଚି ସାରିଲାଣି କରୋନା

ନୂଆଦିଲ୍ଲୀ () ଭାରତରେ କରୋନା ଭାଇରସ୍ (କୋଭିଡ୍-୧୯) ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହାରି ମଧ୍ୟରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଡାଇରେକ୍ଟର ରଣଦୀପ ଗୁଲେରିଆଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଦେଶର କିଛି ଅଞ୍ଚଳରେ କରୋନା ଭାଇରସ୍ ତୃତୀୟ ଷ୍ଟେଜ୍ରେ…

ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ମଧୁସୁଦନ ନଗର ୟୁନିଟ-୪ର ଏକ ୪୫ବର୍ଷିୟ ଯୁବକଙ୍କ ନିକଟରେ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ…