Odia News Portal
Browsing Tag

Covid19

ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର() ବିଶ୍ୱରେ ଆତଙ୍କ ଖେଲାଇଥିବା କରୋନା ଭାଇରସ୍ ଫଳରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଗତକାଲି ମୃତ୍ୟୁ…

ଘରର ଏହି ଭାଗରେ ଲୁଚି ରହିପାରେ କରୋନା ଭାଇରସ

ନୁଆଦିଲ୍ଲୀ ()  କରୋନା ଭାଇରସ ଭୟରେ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ବାହାରେ କୋରନା ଭାଇରସ ସଂକ୍ରମିତ ହେବା ଆଶଙ୍କା ଅଧିକ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଏମିତି ସ୍ଥାନ ଅଛି ଯେଉଁଠି କରୋନା ଭାଇରସ ଅତି ସହଜରେ ରହିପାରନ୍ତି । ଲଣ୍ଡ୍ରିହିପର ସିଇଓ…

ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୯ରେ ପହଞ୍ଚିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ  ଚିହ୍ନଟ

ଭୁବନେଶ୍ୱର()  ରାଜ୍ୟରେ ଆଉ ୨ଜଣ କରୋନା ଭୂତାଣୁ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଶନିବାର ସୁଦ୍ଧା…

ବିନା ଲକ୍ଷଣରେ କରୋନା ନିଜ କାୟା ବିସ୍ତାର କରେ

ଭୁବନେଶ୍ୱର() କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହା ଖାଲି ଦେଶରେ ନୁହେଁ ବରଂ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଏନେଇ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଲକ୍ଷଣ ବିନା କୋଭିଡ଼ ସଂକ୍ରମିତ ବ୍ୟକ୍ତି ଅନ୍ୟକୁ…

ଦେଶରେ ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ଦେଶରେ ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୭୭ ଜଣଙ୍କ ଦେଶରେ ମୃତ ହେଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରତିଦିନ ଦେଶରେ…

ଓଡିଶାରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ତମ କରୋନା ଆକ୍ରାନ୍ତ ୨୯ବର୍ଷିୟ ଯୁବକ କଳାହାଣ୍ଡି ଅଞ୍ଚଳର । ବାହାରିନରୁ ଆସିଥିଲେ ଏହି ଯୁବକ । ତେବେ ରାଜ୍ୟରେ ୨୧ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଖ୍ୟା ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନାରେ ଆକ୍ରାନ୍ତ ହେବା କେତେଦିନ ପରେ ନିଶ୍ୱାସରେ କଷ୍ଟ ହୁଏ, ଜାଣନ୍ତୁ

କୋଭିଡ୍-୧୯ର ଲକ୍ଷଣ ସାଧାରଣ ଥଣ୍ଡା ସହ ସମାନ । ଯଦି ଆପଣ ରୋଗୀର ଖରାପ ଅବସ୍ଥାକୁ ଅତି ନିକଟରୁ ଦେଖିବା ଆରମ୍ଭ କରନ୍ତି, ତେବେ ଏହାକୁ ଚିହ୍ନଟ କରିପାରିବେ । ତେବେ ଆସନ୍ତୁ ଜାଣିବା କରୋନା ଭାଇରସର ପ୍ରାଥମିକ ଲକ୍ଷଣ ଓ ଏହା କିପରି ବଢିଥାଏ… ପ୍ରଥମ ଦିନ – ରୋଗୀକୁ ଜୋରରେ ଜ୍ୱର ହେବା ଆରମ୍ଭ…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ୱର() ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ସୂର୍ଯ୍ୟନଗରରେ ବାହାରିଥିବା ୫ମ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସି ୭ଜଣ ସଂକ୍ରମିତ…

ଭୁବନେଶ୍ବରରେ ଆଉ ୩ ପଜିଟିଭ

ଭୁବନେଶ୍ୱର () ଭୁବନେଶ୍ବରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। । ସମସ୍ତ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳର ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ପୂର୍ବରୁ ଦୁଇ କରୋନା…