ବାଣ ବିସ୍ପୋରଣରେ ପତିପତ୍ନୀ ମୃତ
ଭୁବନେଶ୍ୱର --ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ନୂଆସାହୀରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୨ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ନୂଆସାହୀର ଗ୍ୟାନରଂଜନ ମିଶ୍ର ଓ ତାଙ୍କ ପତ୍ନୀ ଝୁନି ମିଶ୍ର ତାଙ୍କ ତିନିମହଲା…