ବିଲଡରଙ୍କ ଗାଡ଼ି ଉପରକୁ ଗୁଳି ମାଡ଼
ରାଉରକେଲାର ବେଲଡ଼ିହ ନିକଟରେ ଜଣେ ବିଲଡରଙ୍କ କାର୍ ଉପରକୁ ଜୋରଦାର ଗୁଳିମାଡ଼ ହୋଇଛି। ସୌଭାଗ୍ୟବଶତଃ ବିଲଡର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅନମୋଲ ସିଂହ। ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ତାଙ୍କ ନାଁ ମିଠୁ ସିଂ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ…