ରାଜଧାନୀରେ ପୁଲିସ୍ର ବସ୍ତି ତଲାସି ଅଭିଯାନରେ ବ୍ରେକ୍, ଜମୁଛି ଅପରାଧୀଙ୍କ ଆଡ୍ଡା
ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଏବେ ନିଶା ରାଜଧାନୀରେ ପରିଣତ ହେଉଥିବାବେଳେ ଏହାକୁ ରୋକିବା ଏବେ ପୁଲିସ୍ ପାଇଁ କାଠିକର ପାଠ ହେଲାଣି । ପୂର୍ବରୁ କାଁ ଭାଁ ଗଞ୍ଜେଇ କିମ୍ବା ବ୍ରାଉନସୁଗାର ଧରା ପଡୁଥିବାବେଳେ ଏବେ କିଲୋ କିଲୋ ବ୍ରାଉନସୁଗାର ସହିତ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ ହେଉଛି । ତେବେ!-->…