ସୋନିଆ ରହିବେ ଅନ୍ତରୀଣ ଅଧ୍ୟକ୍ଷ
ନୂଆଦିଲ୍ଲୀ() ସିଡବ୍ଲୁସି ବୈଠକରେ ସୋନିଆଙ୍କ ନାଁ କୁ ଅନୁମୋଦନ । ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ସୋନିଆ । ଆଉ ଗୋଟେ ବର୍ଷ କଂଗ୍ରେସର ଏହି ପଦ ସମ୍ଭାଳିବେ ।
Recover your password.
A password will be e-mailed to you.
Recover your password.
A password will be e-mailed to you.