Odia News Portal
Browsing Tag

cyclone bulbul

ପାରାଦୀପଠାରୁ ୯୫ କିମି ଦୂରରେ ‘ବୁଲବୁଲ’

ଭୁବନେଶ୍ୱର() ପାରାଦୀପଠାରୁ ୯୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ଉପକୂଳ ଓ ଉତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି । ଏବଂ ପବନର ବେଗ ମଧ୍ୟ ବଢିବାରେ ଲାଗିଛି ।ଘଂଟାପ୍ରତି…

ସୁନ୍ଦରବନରେ ଲ୍ୟାଣ୍ଡଫଲ ହେବ ବାତ୍ୟା ବୁଲବୁଲ

ଭୁବନେଶ୍ୱର()୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ଲ୍ୟାଣ୍ଡଫଲ ହେବ ବାତ୍ୟା ବୁଲବୁଲ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ୯ ତାରିଖ ସକାଳ ପର୍ୟ୍ୟନ୍ତ ଆହୁରି ବଳ ଗୋଟାଇବ ବାତ୍ୟା ବୁଲବୁଲ୍ । ଏହା ପରେ ଆଗାମୀ…

ବୁଲବୁଲ ପ୍ରଭାବରେ ୪ ଜିଲ୍ଲାରେ ବର୍ଷା ସହ ଅଧିକ ରହିବ ପବନର ବେଗ

ଭୁବନେଶ୍ୱର ()ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍ବୁଲ୍’। ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ‘ବୁଲ୍ବୁଲ୍’ ଅତିକ୍ରମ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ସନ୍ଧ୍ୟା ବେଳକୁ ବର୍ଷା ଓ ପବନର ବେଗ ବଢ଼ିବ । IMD ଡିଜି…

ଓଡିଶାରେ ପଡିବ ବୁଲବୁଲର ପ୍ରଭାବ ,କାଲିଠାରୁ ଆରମ୍ଭ ହେବ ବର୍ଷା ପବନ

ଭୁବନେଶ୍ୱର() ବାତ୍ୟା ବୁଲବୁଲ ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ୭ ଜିଲ୍ଲାକୁ ପ୍ରବଳ ବର୍ଷା ପବନ ହେବର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର,…