‘ବାୟୁ’ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ
ଭୁବନେଶ୍ବର() ଗୁଜରାଟ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’ ।ଆସନ୍ତାକାଲି ସକାଳେ ଏହା ରାଜ୍ୟର ସୌରାଷ୍ଟ୍ର ଓ କଚ୍ଛ ମଧ୍ୟରେ ସ୍ଥଳଭାବ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ୟ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ…