Odia News Portal
Browsing Tag

da

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ୧୧% ମହଙ୍ଗ ଭତ୍ତା ବଢ଼ିଛି । ଆଜି କେନ୍ଦ୍ର କ୍ୟାବିନେଟରେ ଏହା ମଞ୍ଜୁର ହୋଇଥିବା ସୂଚନା ମିଳିଛି । ତେବେ ଏହି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮ % ହୋଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା

ହୋମଗାର୍ଡ଼ମାନଙ୍କ ଦୈନିକ ଭତ୍ତା ୫୩୩

ଭୁବନେଶ୍ୱର() ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ…

ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ()ସରକାରୀ କର୍ମଚାରୀ ଓ ପେନସନଭୋଗୀ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଛି କେନ୍ଦ୍ର । ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ବୃଦ୍ଧି ନକରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ୫୪ ଲକ୍ଷ ସରକାରୀ କର୍ମଚାରୀ ଓ ୬୫…

ପୁଣି ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର() ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୧୯ ଜୁଲାଇ ପହିଲାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୬ ପୂର୍ବରୁ ଏବଂ ୨୦୧୬ ପରେ ଅବସର…