Odia News Portal
Browsing Tag

dal prices

ପୁଣି ବଢିଲା ଡାଲି ଦର

ପୁଣି ବଢ଼ିଲା ଡାଲି ଦର। ବୁଟ ଡାଲିକୁ ବାଦ ଦେଲେ ହରଡ଼, ମୁଗ ଓ ବିରି ଡାଲି ୮୦ ଟଙ୍କାକୁ ଟପିଯାଇଛି। ପାଇକାରୀ ଦର ୮୦ ଟଙ୍କା ଛୁଇଁଥିବାବେଳେ ଖୁଚୁରା ବଜାରରେ ୮୪/୮୫ ଟଙ୍କା ହୋଇଯାଇଛି। ଅମଳ ଋତୁ ଆରମ୍ଭ ହୋଇଯାଇଥିବାରୁ ଦର କମିବା କଥା। ମାତ୍ର ଅମଳ ପ୍ରଭାବ ଶୂନ। ମାସକ ଭିତରେ ଦୁଇ ଦୁଇ ଥର…