ବିଜେଡ଼ି ବିନା ମୋର ପରିଚୟ ନାହିଁ
ଭୁବନେଶ୍ୱର() ୭ଥର ବିଧାୟକ, ୨୨ବର୍ଷ ଧରି ମନ୍ତ୍ରୀ ହୋଇ ମୁଁ ରହିଲି । ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ କାମ କଲି , ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାମ କଲି । ଅ୍ଧମ ରାଜନୀତି କରିବାକୁ ମୋର ଇଚ୍ଛା ନାହିଁ । କି କୌଣସି ପଦବୀରେ ରହିବାକୁ ବି ମୋ ଇଚ୍ଛା ନାହିଁ । ଇଚ୍ଛା କେବଳ ମୋ ପରିଚୟ…