ପାରାଦୀପ ଲୁଣି ପାଣିରେ ପଦ୍ମ ଫୁଟାଇବେ ଦାମ
ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଆପାତତ ସ୍ଥିର ହୋଇଛି । ଏ ସମ୍ପର୍କରେ ମଧ୍ୟ ବିଜେପି ହାଇକମାଣ୍ଡଙ୍କ ଠାରୁ ସବୁଜ ସଂଙ୍କେତ ମିଳିସାରିଛି । ଦାମୋ ମଧ୍ୟ କଂଗ୍ରେସ ଓ ବିଜେପି ସହିତ ମୂଲଚାଲ କରିବା ପରେ ତାଙ୍କ ମିଶନରେ ସଫଳ ହୋଇଛନ୍ତି ।…