ରାଜନୀତିରୁ ସନ୍ନ୍ୟାସ ନେଲେ ଦାମ
ଭୁବନେଶ୍ବର () ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କଲେ ଦାମ ରାଉତ । ଏପରିକି ଅନେକ ଦିନ ହେବ ବରିଷ୍ଠ ନେତା ଦାମ ରାଉତଙ୍କୁ ନେଇ ବିଜେପି କ୍ୟାମ୍ପରେ କୁହୁଳୁଥିବା ଅସନ୍ତୋଷ ନେଇ ମୁହଁ ଖୋଲିଛନ୍ତି ଦାମ ରାଉତ ।
ବିଜେପି ବିରୋଧରେ ବିଷୋଦଗାର କରି ଦାମ କହିଲେ,…
