ପୁଣି ରାଜଧାନୀରେ ରଙ୍ଗୀନ ହେବ ରାତି
ଭୁବନେଶ୍ବର ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍ । ୭ଟି ଡ୍ୟାନ୍ସବାରକୁ ଅବକାରୀ କମିଶନର ଅନୁମତି ଦେଇଛନ୍ତି । ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍ ଖୋଲାଯିବ। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍…