ବଜ୍ରପାତରେ ୨ ମୃତ, ୩ ଗୁରୁତର
କଟକ() କଟକ ଜିଲ୍ଲାରେ ବଜ୍ରପାତରେ ଦୁଇଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ମାଳଦା ଗାଁର ଜଳଧର ଦାସ ଓ ଓରତି ଗାଁର ମହେଶ୍ୱର କାଣ୍ଡି । ଆଜି ବିଲରେ କାମ କରୁ ଥିବା ବେଳେ ବଜ୍ରପାତ…
