ପୁଣି ଅଡୁଆରେ କଣ୍ଟ୍ରାଭର୍ସି କ୍ୱିନ ରାକ୍ଷୀ
ମୁମ୍ବାଇ () ଲୁଚା ଚୋରାରେ ଜୁଲାଇ ୨୮ ତାରିଖରେ ରାକ୍ଷୀ ସାୱନ୍ତ ମୁମ୍ବାଇର ମାରିୟଟ ହୋଟେଲରେ ବିବାହ କରିଥିଲେ। ହେଲେ ବିବାହକୁ ପ୍ରଥମେ ରାକ୍ଷୀ ବ୍ରାଇଡଲ ଫଟୋସୁଟ୍ ବୋଲି କହୁଥିଲେ। ପରେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିବା ସ୍ପଷ୍ଟ କରିଛନ୍ତି। ବିବାହ ଖବର ଭାଇରାଲ ହେବା ପରେ ଅନେକ…
