ଦୀପିକା ପାଦୁକୋନଙ୍କୁ ସମନ
ମୁମ୍ବାଇ() ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କାପୁର ଓ ସାରା ଅଲ୍ଲୀ ଖାନଙ୍କୁ ଏନସିବି ସମନ ଜାରି କରିଛି । ଆସନ୍ତା ୩ ଦିନ ମଧ୍ୟରେ ୩ ଜଣଙ୍କୁ ଜେରା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ଖୋଳତାଡ଼ କରିବା…