ଦିଲ୍ଲୀରେ ବିଜେପି ଚିତପଟାଙ୍ଗ, ବିଜୟ ପଥରେ କେଜ୍ରିୱାଲ
ନୂଆଦିଲ୍ଲୀ() ଦିଲ୍ଲୀରେ ପୁଣି ସରକାର ଗଢିବ ଆପ । ସରକାର ଗଢ଼ିବା ରାସ୍ତାରେ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ଆମ ଆଦମି ପାର୍ଟି ଅଗ୍ରଣୀ ସ୍ଥିତି ବଜାୟ ରଖିଛି । ଫଳାଫଳ ଆସିବା ପୂର୍ବରୁ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତିର…