ଦିଲ୍ଲୀ-ଲାହୋର ବସ୍ ବନ୍ଦ କଲା ଭାରତ
ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପ୍ରଥମେ ସମଝୌତା ଏକ୍ସପ୍ରେସକୁ ବନ୍ଦ କରି ଥିଲା ପାକିସ୍ତାନ । ଆଜି ଦୁଇ ଦେଶ ମଧ୍ୟରେ ଯାତାୟତ କରୁଥିବା ଦିଲ୍ଲୀ-ଲାହୋର ବସ୍ ସେବାକୁ ବନ୍ଦ କରି ଦେଇଛି ଭାରତ । ସୋମବାର ଡିଟିସି ଏ…
