ସବୁ ଜିଲ୍ଲାରେ ବିକ୍ଷୋଭ କରିବ ମହିଳା ମୋର୍ଚ୍ଚା
ଆସନ୍ତାକାଲି ଓ ୮ ତାରିଖ ଦୁଇ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୩୦ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ । ସେଲଟର ହୋମ ଗୁଡିକରେ ଚାଲିଥିବା ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ ବୋଲି ବିଜେପି…