Odia News Portal
Browsing Tag

deogarh district

ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ

ଦେବଗଡ଼: ଛେଳି ଓ ଗାଈକୁ ଝୁଣି ଖାଉଛି ଅଜଣା ଜନ୍ତୁ । ନିଆଳି ପରେ ଦେବଗଡ଼ରେ ମାତିଛି ଅଜଣା ଜନ୍ତୁ । ଦେବଗଡ଼ ଜିଲ୍ଲାର ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଜନ୍ତୁ ଆତଙ୍କ ଖେଳାଇଛି । ଅଜଣା ଜନ୍ତୁ ଆକ୍ରମଣରେ ଚକଡିହି ଗାଁର ଗୋଟିଏ ଗାଈ ଓ ୧୨ଟି ଛେଳିଙ୍କ ମୃତ୍ୟୁ ହୋଇଛି । ଗତ