ରାସ୍ତା ଭଲ ହେବାରୁ ଦୁର୍ଘଟଣା ବଢୁଛି : ଉପ ମୁଖ୍ୟମନ୍ତ୍ରୀ
ଭଲ ରାସ୍ତା ଯୋଗୁ ଦୁର୍ଘଟଣା ବଢୁଛି ଏପରି ମନ୍ତବ୍ୟ ଦେଇଛନ୍ତି କର୍ନାଟକର ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜଲ । କାରଜଲ କହିଛନ୍ତି ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି। କାରଣ ଭଲ ରାସ୍ତା ଯୋଗୁ ସମସ୍ତେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି। ବୁଧବାର…
