Odia News Portal
Browsing Tag

detonator blast

ଫାଟିଲା ଡିଟୋନେଟର, ଛିଣ୍ଡିଗଲା ୩ ପିଲାଙ୍କ ଆଙ୍ଗୁଳି

ଗଂଜାମ() ଗଂଜାମ ଜିଲ୍ଲା ହିଞ୍ଜଳି କାଟୁ ଥାନା ସୋମପୁର ଗାଁରେ ଘଟିଛି ଏହି ଅଘଟଣ । ଡିଟୋନେଟର ବିସ୍ପୋରଣରେ ତିନି ପିଲା ଗୁରୁତର ହୋଇଥିବା ସୂଚନା ମିଳିଛି । ତିନି ଛାତ୍ରଙ୍କ ଆଙ୍ଗୁଳି ଛିଣ୍ଡିବା ସହ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଏମକେସିଜି…