୫‘ଟି’ ସୂତ୍ରର ଆଧାରରେ କୃଷିରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଆହ୍ବାନ
ଭୁବନେଶ୍ବର () କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହିସବୁ ଯୋଜନାର ସଫଳ ରୂପାୟନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶତ ପ୍ରତିଶତ ଯୋଗଦାନ ବ୍ରତୀ ହେବା ଆବଶ୍ୟକ । କୃଷି ବିଭାଗର…