ଓଡିଶାର ସାମାଜିକ ଏବଂ ଆର୍ଥିକ ଉନ୍ନତି ହିଁ ପ୍ରଥମ ଲକ୍ଷ୍ୟ
ଭୁବନେଶ୍ବର () ଗତ ଦୁଇ ଦଶନ୍ଧୀ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ବିକାଶର ସବୁ ସୂଚଙ୍କାକର ସବୁ ମାନଦଣ୍ଡରେ ଓଡିଶା ଆଗରେ ରହିଛି । ଏସବୁ ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି ଏବଂ ଏକ ବିଶ୍ବାସଜନକ ଟିମ…