Odia News Portal
Browsing Tag

Devi mishra

ପିପିଲି ବାଜି ପାଇଁ ୪ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ପିପିଲି ପାଇଁ ବିଜେଡି ଦଳ ପୁରାପୁରି ପ୍ରସ୍ତୁତ । ପିପିଲି ଗଡ଼ ଜିତିବା ପାଇଁ ଦଳ ପକ୍ଷରୁ ୪ଜଣ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।ତେବେ ଏହି ଗୁରୁ ଦାୟିତ୍ୱ ବହନ କରିବେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର,…

ବାଲେଶ୍ୱର ଓ ତିର୍ତ୍ତୋଲରେ ନିଶ୍ଚିତ ଜିତିବୁ

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ୨ ଟି ଆସନେରେ ଆମେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦେବୀ କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ । ବିଜେଡିକୁ ଲୋକେ…