କଲବଲ କରୁଛି କୁହୁଡ଼ି
କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି। ଲୋକେ କୁଆଡ଼େ ଯିବେ? କେଉଁ ବାଟେ ଯିବେ? ଆଗକୁ ରାସ୍ତା ଅଛି କି ନାହିଁ ଜାଣିପାରୁ ନାହାନ୍ତି। ସକାଳ ୯ଟା ପର୍ୟ୍ୟନ୍ତ ବାଟଘାଟ…