ବଦଳିବେ ପୋଲିସ ଡିଜିପି
ଭୁବନେଶ୍ବର() ପୁଲିସ ଡିଜି ଡଃ ଶର୍ମାଙ୍କ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଚୟନକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମୋଦନ କରିସାରିଛନ୍ତି। ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଶର୍ମା ଲୋକାଯୁକ୍ତ ସଦସ୍ୟ ହେଉଥିବାରୁ ରାଜ୍ୟର…
