ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ଧର୍ମେନ୍ଦ୍ର
ଭୁବନେଶ୍ବର() କରୋନା ପାଇଁ ପୁରା ଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଓଡିଶାରେ ଲକଡାଉନ କାରଣରୁ ରାଜ୍ୟରେ ଅନେକ କ୍ଷତି ହୋଇଛି । ଏହି କ୍ଷତିର ଭରଣା ପାଇଁ କେନ୍ଦ୍ର ରାଜ୍ୟକୁ ୨୧୩୧କୋଟି ପ୍ରଦାନ କରିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର…