ଜିରୋ casualty ମୂଳମନ୍ତ୍ର ନେଇ ଆଗେଇଛି ଓଡ଼ିଶା:ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର() ଆଜି ସାମ୍ବାଦିକ ସମ୍ମିଳନୀ କରି ଶାହଙ୍କ ଓଡ଼ିଶାକୁ ପ୍ରଶଂସା, ଦୁଷ୍କର୍ମ, କୃଷି କ୍ଷେତ୍ରର ବିକାଶ ଆଦି ଅନେକ ପ୍ରସଙ୍ଗରେ ପ୍ରତିକି୍ରୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ସିଂ ମିଶ୍ର ।
ସେ କହିଛନ୍ତି, ଖୁବ ଶୀଘ୍ର କିଛି ଜେଲରେ video conferencing ବ୍ୟବସ୍ଥାରୁ…